Jump to content

ବୈରଙ୍ଗିକ

ଉଇକିଅଭିଧାନ‌ରୁ

ବୈରଙ୍ଗିକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ଫୁ. (ବି+ରଙ୍ଗ=ରାଗ+ଇକ)

[ସମ୍ପାଦନା]
୧. ବିବେକୀ — ୧. Discriminating; conscientious.
୨. ବିରାଗାର୍ହ —୨. Disgusting.
୩. ସଂସାର ତ୍ୟାଗୀ —୩. Renouncing the world.
୪. ଜିତେନ୍ଦ୍ରିୟ —୪. Self-controlled.

ସଂସ୍କୃତ - ବିଶେଷ୍ୟ - ଫୁ

[ସମ୍ପାଦନା]

ମୁନି; ତପସ୍ୱୀ —Anchoirite; sage.