ବୈରାଜ୍ୟ
ଦେଖଣା
ବୈରାଜ୍ୟ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବି+ରାଜନ୍+ଯ)
[ସମ୍ପାଦନା]- ୧. ଏକହି ଦେଶରେ ଦୁଇ ଜଣ ରାଜାଙ୍କର ସମ୍ମିଳିତଭାବରେ ରାଜ୍ୟାଶାସନ ପ୍ରଣାଳୀ; ଦୈତ୍ୟଶାସନ (ହିନ୍ଦୀ - ଶ) —୧. A system of administration in which two kings or rulers rule a kingdom jointly; diarchy.
- ୨. ଉପଯୁକ୍ତ ଦ୍ୱୈତ୍ୟ ଶାସନ ପ୍ରାଣାଳୀରେ ଶାସିତ ରାଜ୍ୟ (ହିନ୍ଦୀ - ଶ) —୨. A kingdom governed by two kings or rulers simultaneously.