ବୈରାଟ
ଦେଖଣା
ବୈରାଟ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ବିରାଟ+ଅ)
[ସମ୍ପାଦନା]- ୧. ବିରାଟ ଦେଶୀୟ — ୧. Pertaining to the Birāṭa country.
(ଉ—ଆସନ୍ତି ସମ୍ୱରକୂଳୁଁ ବୈରାଟ ପଦାତି, ପ୍ରାଂଶୁ ତନୁ ରାଧାନାଥ ମହାଯାତ୍ରା)
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ବିରାଟ ଦେଶର
ରାଜା —୧. The kings of the Birāṭa country.
- ୨. ଇନ୍ଦ୍ର ଗୋପ କୀଟ; ସାଧବଘରବୋହୁ ପୋକ — ୨. Cochineal; velet insect.