ବୈରି ଘନ
(ବୈରିଘ୍ନ—ସଂସ୍କୃତରୂପ)
ବୈରିଘ୍ନ; ଶତ୍ରୁଦନ୍ତା — Destructive of the foes.
(ଉ—ବୈରିଘନ ସୁକୀର୍ତ୍ତିରେ ଯୁକ୍ତ ସତ ଭଞ୍ଜ. ବୈଦେହୀଶ— ବିଳ)