ବୈରୋଚନ

ଉଇକିଅଭିଧାନ‌ରୁ

ବୈରୋଚନ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବିରୋଚନ+ଅପତ୍ୟାର୍ଥେ ଅ; ଇ)[ସମ୍ପାଦନା]

୧. ବିରୋଚନ ଦୈତ୍ୟର ପୁତ୍ର ବଳି ରାଜା — ୧. King Baḻi.
୨. ବୁଦ୍ଧଦେବ —୨. The Buddha.
୩. ସୂର୍ଯ୍ୟଦେବ —୩. The sun God.