ବୈର ନିର୍ଯ୍ୟାତନ
ବୈର ପ୍ରତିକାର, ବୈର ପ୍ରତିକ୍ରାୟା, ବୈରଶୋଧ, ବୈରଶୁଦ୍ଧି, ବୈରୋଦ୍ଧାର—ଅନ୍ୟରୂପ
ଦାଉ ସାଧିବା; ଶତ୍ରୁର ପ୍ରତ୍ୟ— ପକାର ସାଧନ —Retaliation; taking revenge.