ବୈଶମ୍ପାୟନ
ମହାଭାରତ ଓ ପୁରାଣାଦିର ବକ୍ତା ବ୍ୟାସଶିଷ୍ୟ ମୁନିବିଶେଷ —Name of a sage , disciple of Byāsa who narrated the Purāṇas.