Jump to content

ବୈଶାଖ

ଉଇକିଅଭିଧାନ‌ରୁ

ବୈଶାଖ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବିଶାଖା=ନକ୍ଷତ୍ର ବିଶେଷ+ଯୁକ୍ତାର୍ଥେ ଈ= ବୈଶାଖୀ; ବୈଶାଖୀ=ବୈଶାଖ ପୂର୍ଣ୍ଣିମା+ଅ; ବୈଶାଖ ପୂର୍ଣ୍ଣିମାଯୁକ୍ତ ମାସ)

[ସମ୍ପାଦନା]
୧. ଶାଳିବାହନ ଶକାବ୍ଦର ପ୍ରଥମ ମାସ; ହିନ୍ଦୁମାନଙ୍କର ପ୍ରଥମ ଚାନ୍ଦ୍ରମାନ ମାସ — ୧, The tunar month of B&aline;i̱ṡākha (April-May).

[ଦ୍ରଷ୍ଟବ୍ୟ —ଏହି ଚାନ୍ଦ୍ରମାନ ବୈଶାଖ ମାସ ସୌର ମାନ ମେଷମାସ ସଙ୍ଗେ ସମାନ ଏ ମାସ ପଣାସଂକ୍ରାନ୍ତି— ଠାରୁ ଆରମ୍ଭ; ଏହାର ପୂର୍ବବର୍ତ୍ତୀ ମାସ ଚୈତ୍ର ଓ ପରବର୍ତ୍ତୀ ମାସ ଜ୍ୟେଷ୍ଠ ଏହି ମାସ ଓ ଏହାର ପରବର୍ତ୍ତୀ ମାସ ଗ୍ରୀଷ୍ମ ଋତୁ ହିନ୍ଦୁମତରେ ଏହା ୪ଟି ଧର୍ମ ମାସ (ଆଷାଢ଼, କାର୍ତ୍ତିକ, ମାଘ, ବୈଶାଖ) ମଧ୍ୟରୁ ଏକ; ଏଥିରେ ବ୍ରତୀମାନେ ପ୍ରାତଃସ୍ନାନ ଓ ହବିଷ୍ୟାଦି କରନ୍ତି]

୨. ଦଧିମନ୍ଥନ ଦଣ୍ଡ; ଖୁଆ — ୨. Churning rod.

(ଉ—ବୈଶାଖ ହୋଇଲା ମନ୍ଥର ଅଯୋଧ୍ୟା ଭାଣ୍ଡେ ଥିଲା କ୍ଷୀର ପୂରି ଭଞ୍ଜ. ବୈଦେହୀଶବିଳାସ)

୩. ରକ୍ତ ପୁନର୍ନବା (ହିନ୍ଦୀ - ଶ) —୩. The red variety of Hogweed.
୪. ଦେବତାଙ୍କୁ ଆକ୍ରମଣ କରିବା ଗ୍ରହ ବିଶେଷ (ହିନ୍ଦୀ - ଶ) — ୪. A nulevoment planet attacking horses.

[ଦ୍ରଷ୍ଟବ୍ୟ —ଏହାର ପ୍ରଭାବରେ ଘୋଡ଼ାର ଶରୀର ଭାରୀ ହୋଇ— ଯା ଘୋଡ଼ା ସର୍ବଦା କମ୍ପେ (ହିନ୍ଦୀ - ଶ) ===

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ବୈଶାକ (ଦେଖ) - —B&aline;i̱ṡāka (See).