Jump to content

ବୈଶାଖୀ

ଉଇକିଅଭିଧାନ‌ରୁ

ବୈଶାଖୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବିଶାଖା+ଈ; ବିଶାଖା ନକ୍ଷତ୍ରଯୁକ୍ତା ପୂର୍ଣ୍ଣିମା)

[ସମ୍ପାଦନା]

ଚାନ୍ଦ୍ରମାନ ବୈଶାଖମାସର ପୂର୍ଣ୍ଣମାସୀ —The full-moon day of the month of B&aline;i̱ṡākha

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ବୈଶାଖ ମାସରେ ଜାତ —୧. (a. person) Born in the month of B&aline;i̱ṡākha
୨. ବୈଶାଖ ମାସରେ ଅନୁଷ୍ଠେୟ —୨. (ceremony) Observeable in the month of B&aline;i̱ṡākha.

(ଯଥା— ବୈଶାଖୀ ବ୍ରତ)

୩. ବୈଶାଖ ମାସରେ ଘଟିବା —୩. (an event) Happening or taking place in the month of B&aline;i̱ṡākha.

(ଯଥା—ବୈଶାଖୀମେଳା, ବୈଶାଖୀ ବର୍ଷା, ବୈଶାଖୀ— ପବନ)