Jump to content

ବୈଶାଖ ସଂକ୍ରାନ୍ତି

ଉଇକିଅଭିଧାନ‌ରୁ

ବୈଶାଖ ସଂକ୍ରାନ୍ତି

ଉଚ୍ଚାରଣ

[ସମ୍ପାଦନା]

(ବୈଶାଖ ସଂକ୍ରମଣ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ସୌରମାନ ବୈଶାଖର ବା ମେଷମାସର ପ୍ରଥମ ଦିନ; ପଣା ସଂକ୍ରାନ୍ତି; ମହାବିଷୁବ ସଂକ୍ରାନ୍ତି —The ୧st day of the solar month of Mesha or B&aline;i̱ṡākha

[ଦ୍ରଷ୍ଟବ୍ୟ —ଏହା ବାବାଜୀ ଶ୍ରୀ ରାଧାରମଣ ଦେବଙ୍କର ଜନ୍ମ ଦିବସ]