ବୈଶାଳା
[ବଇଶାଳ(ଇ)—ଅନ୍ୟରୂପ]
ବ୍ରତ ଓ ବିବାହ ବେଦୀ ନିକଟରେ ଯେଉଁ ବାଉଁଶ ଦଣ୍ଡ ପୋତାଯାଏ —A staff driven to the ground near an alter prepared for marriage or secred thread ceremnoy.
[ଉ—ବୈଶାଲେ ଶୂଳ ଭରମ ଉପୁଜିତ ଥିବା ଭଞ୍ଜ. ବୈଦେହୀଶବିଳାସ]