ବୈଶାଳୀ
ଦେଖଣା
ବୈଶାଳୀ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ନାମ)
[ସମ୍ପାଦନା]ବୁଦ୍ଧଦେବଙ୍କ ଜୀବିତ କାଳରେ ପ୍ରାଚୀନ ଭାରତର ପ୍ରସିଦ୍ଧ ନଗର —Name of a town celebrated during the lifetime of the Buddha.
[ଦ୍ରଷ୍ଟବ୍ୟ —ଆଧୁନିକ ମଜଫରପୁର ଜିଲ୍ଲାର ବସାଢ଼ ନାମକ ଗ୍ରାମ ପ୍ରାଚୀନ ବୈଶାଳୀ ନଗରର ଅବଶେଷ ଥିବାର ପଣ୍ଡିତମାନେ କହନ୍ତି ଏ ନଗରକୁ ରାଜା ତୃଣବିନ୍ଦୁଙ୍କ ପୁତ୍ର ବିଶାଳ ବସାଇ ଥିବାରୁ ଏହାର ଅନ୍ୟ ନାମ ବିଶାଳ ପୁରୀ ବା ବିଶାଳ ନଗରୀ ବୁଦ୍ଧଦେବ କେତେ ଥର ଏ ଗ୍ରାମକୁ ଯାଇଥିଲେ ଜୈନ ଧର୍ମର ପ୍ରବର୍ତ୍ତକ ମହାବୀରଙ୍କର ଏହି ନଗରରେ ଜନ୍ମ ହୋଇଥିଲା ଓ ଏହା ଜୈନମାନଙ୍କର ଗୋଟିଏ ତୀର୍ଥ ଥିଲା ବୁଦ୍ଧଦେବଙ୍କ ସମୟରେ ଏ ନଗର ପ୍ରସିଦ୍ଧ ଥିଲା ଓ ଏଠାରେ ଅନେକ ବୌଦ୍ଧ ବାସକରୁଥିଲେ— (ହିନ୍ଦୀ - ଶ)]