Jump to content

ବୈଶିକ

ଉଇକିଅଭିଧାନ‌ରୁ

ବୈଶିକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(ବେଶ ବା ବେଶ୍ୟା+ଇକ; ନିପାତନ)

[ସମ୍ପାଦନା]
୧. ବେଶ୍ୟାର ଛଳ ବା ଭଙ୍ଗି —୧. The tricks of a courtesan.
୨. (ଫୁ.)—ବାରଙ୍ଗନାବିଳାସୀ ପୁରୁଷ —A frequenter of brothels; a regular visitor to harlots.

[ଦ୍ରଷ୍ଟବ୍ୟ —ସାହିତ୍ୟରେ ବର୍ଣ୍ଣିତ ୩ ଶ୍ରେଣୀର ନାୟକ ମଧ୍ୟରୁ ବୈଶିକ ଏକତମ—ହିନ୍ଦୀ - ଶ]