ବୈଶ୍ରବଣ

ଉଇକିଅଭିଧାନ‌ରୁ

ବୈଶ୍ରବଣ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବିଶ୍ରବସ୍= ଋଷି+ଅପତ୍ୟାର୍ଥେ. ଅ; 'ବି' ସ୍ଥାନରେ 'ବୈ' ଓ 'ଅ' ସ୍ଥାନରେ 'ଣ' ଆଗମ)[ସମ୍ପାଦନା]

ବିଶ୍ରବା ଋଷିଙ୍କର ପୁତ୍ର —The son of sage Biṡrabā

[ଦ୍ରଷ୍ଟବ୍ୟ —କୁବେର, ରାବଣ, କୁମ୍ଭକର୍ଣ୍ଣ ଓ ବିଭୀଷଣ— ବୈଶ୍ରବଣ ଅଟନ୍ତି ]