Jump to content

ବୈଶ୍ୟ ବଣିକ୍

ଉଇକିଅଭିଧାନ‌ରୁ

ବୈଶ୍ୟ ବଣିକ୍

ଉଚ୍ଚାରଣ

[ସମ୍ପାଦନା]

(ବୈଶ୍ୟ ବଣିଆ—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବୈଶ୍ୟ ଓ ବଣିଜ୍)

[ସମ୍ପାଦନା]

ବୈଶ୍ୟ ବା ବଣିଆମାନଙ୍କର ଶାଖା ବିଶେଷ —A sect of the trading caste.

[ଦ୍ରଷ୍ଟବ୍ୟ — ବଣିଆମାନେ ସୁନାରୀ, ପୋଟଳୀ ଓ ବୈଶ୍ୟ ଏହି ତିନି ଶ୍ରେଣୀରେ ବିଭକ୍ତ ]