ବୈଶ୍ୱାନର
ଦେଖଣା
ବୈଶ୍ୱାନର
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ବିଶ୍ୱନର+ଅ; ଅହା ବିଶ୍ୱଜନଙ୍କ ଜଠରରେ ଥିବାରୁ)
[ସମ୍ପାଦନା]- ୧. ଅଗ୍ନି —୧. Fire.
- ୨. ଜଠରାଗ୍ନି —୨. The digestive energy in animals.
- ୩. ଚିତ୍ରକ ବୃକ୍ଷ, ଧଳା ଚିତା ଗଛ —୩. Lead wort (plant).
- ୪. ବେଦାଂଶ ବିଶେଷ —୪. Name of a portion of the Bedas.
- ୫. ପିତ୍ତ (ହିନ୍ଦୀ - ଶ) —
୫. Bile.
- ୬. ପରମାତ୍ମା (ହିନ୍ଦୀ - ଶ) —୬. The Supreme Spirit.
- ୭. ଚେତନ (ହିନ୍ଦୀ - ଶ) — ୭. Consciousness.