Jump to content

ବୈଷମାଣୀ

ଉଇକିଅଭିଧାନ‌ରୁ

ବୈଷମାଣୀ

ଉଚ୍ଚାରଣ

[ସମ୍ପାଦନା]
(ବୈଷ୍ଣବା[ମା] ଣୀ—ସ୍ତ୍ରୀ)
  • (file)
  • (file)

ଦେଶଜ - ବିଶେଷ୍ୟ - ସ୍ତ୍ରୀ (ସଂସ୍କୃତ - ବୈଷ୍ଣବୀ)

[ସମ୍ପାଦନା]
୧. ବୈଷମର ସ୍ତ୍ରୀଲିଙ୍ଗ —୧. Feminine of B&aline;i̱shama.
୨. ମାତାଜୀ; ଯେଉଁ ସ୍ତ୍ରୀଲୋକ ବୈଷ୍ଣବ ଦୀକ୍ଷା ନେଇ ଗୃହତ୍ୟାଗ କରି— ଅଛି —୨. A female mendicant.

[ଦ୍ରଷ୍ଟବ୍ୟ —ବ୍ୟାକରଣ ସୂତ୍ର ଅନୁସାରେ ଏହା ବୈଷମର ସ୍ତ୍ରୀଲିଙ୍ଗ ନ ହୋଇ ବୈଷ୍ୟମର ବିପରୀତ ଲିଙ୍ଗ ଅଟେ ଆପାତତଃ ବୈଷମାଣ ବୈଷମଙ୍କର ସ୍ତ୍ରୀ ବା ଧର୍ମପତ୍ନୀ ନୁହନ୍ତି ]