ବୈଷମ ହେବା
ଦେଖଣା
ବୈଷମ ହେବା
ଉଚ୍ଚାରଣ
[ସମ୍ପାଦନା](ବୈଷମ ହୋଇଯିବା—ଅନ୍ୟରୂପ)
ଦେଶଜ - କ୍ରିୟାପଦ -
[ସମ୍ପାଦନା]ବୈରାଗ୍ୟ ଦୀକ୍ଷା ଗ୍ରହଣ ପୂର୍ବକ ଗୃହତ୍ୟାଗ କରିବା —To renounce the world or one's household- ties by being converted into a B&aline;i̱shṇaba.
- ୨. ଗୁରୁଙ୍କ ଠାରୁ ଇଷ୍ଟମନ୍ତ୍ର ବା ବିଷ୍ଣୁମନ୍ତ୍ର ଗ୍ରହଣ କରି ଓ ମାଳା ଡୋର କୌପୀନ ଗ୍ରହଣ କରି ଓ ପିନ୍ଧି 'ବୈଷ୍ଣବ' ଧର୍ମରେ ଦୀକ୍ଷିତ ହେବା —୨. To be initiated into B&aline;i̱shṇabism by having the eseteric formula whespered into the ear by the spiritual preceptor and to put on rosary waist-string and a narrow strip of cloth over the privities.