Jump to content

ବୈଷ୍ଣବୀ

ଉଇକିଅଭିଧାନ‌ରୁ

ବୈଷ୍ଣବୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ସ୍ତ୍ରୀ (ବିଷ୍ଣୁ+ଅ+ଈ)

[ସମ୍ପାଦନା]

ବିଷ୍ଣୁଙ୍କ ସମ୍ୱନ୍ଧୀୟା — Relating to Bishṇu.

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ

[ସମ୍ପାଦନା]
୧. ବିଷ୍ଣୁଙ୍କର ଆଦ୍ୟା ଶକ୍ତି ବା ଜଗତ୍ସୃଷ୍ଟି କାରିକା ଶକ୍ତି —୧. The prime or creative energy of Bishṇu or God.
୨. ବିଷ୍ଣୁଙ୍କର ଜଗତ୍ପାଳନକାରୀ ଶକ୍ତି ବା ମାୟା —୨. The illusive energy of Bishṇu;
୩. ଦୁର୍ଗା —୩. Goddess Durgā.
୪. ଗଙ୍ଗାନଦୀ (ବିଷ୍ଣୁପଦୋଦ୍ଭବା ଥିବାରୁ) —୪. The Ganges.
୫. ତୁଳସୀ ବୃକ୍ଷ (ବିଷ୍ଣୁଙ୍କ ବର ଯୋଗୁଁ ବୃନ୍ଦା ତୁଳସୀରୂପେ ଜାତ ହେବାରୁ) —୫. The holy Basil plant; Ocymum Sanctum.
୬. ଅପରାଜିତା ଲତା ଓ ଫୁଲ —୬. Clitoris Ternatia (creeper and flower).
୭. ଶତାବରୀ; ଛତୋରୀ —୭. Asparagus.
୮. ପୃଥିବୀ
(ହିନ୍ଦୀ - ଶ) —୮. The earth.
୯. ଶ୍ରବଣା ନକ୍ଷତ୍ର —୯. The ୨୨nd asterism.
୧. (ବୈଷ୍ଣବ+ ଈ)—ବୈଷ୍ଣବର ସ୍ତ୍ରୀ —୧୦. The wife of a B&aline;i̱shṇaba.
୧୧. ବିଷ୍ଣୁଭକ୍ତା ସ୍ତ୍ରୀ —୧୧. A female devotee of Bishṇu.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ମାତାଜୀ; ବୈଷମାଣୀ —A female anchorite.