ବୈଷୟିକ
ଦେଖଣା
ବୈଷୟିକ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - (ବିଷୟ+ଇକ)
[ସମ୍ପାଦନା]- ୧. ବିଷୟ କର୍ମ ସମ୍ୱନ୍ଧୀୟ; ସାଂସାରିକ —୧. Worldly.
- ୨. ଗାର୍ହସ୍ଥ୍ୟ — ୨. Domestic.
- ୩. ବ୍ୟବସାୟ ସମ୍ୱନ୍ଧୀୟ —୩. Relating to business.
- ୪. ଇନ୍ଦ୍ରିୟ ସେବା ନିରତ — ୪. Sensual; sensualist.
- ୫. ବିଷୟବାନ୍; ଧନୀ — ୫. Well-to-do.
- ୬. ବ୍ୟବସାୟ ବା ସାଂସାରିକ କାର୍ଯ୍ୟରେ ନିପୁଣ —୬. Skilful in business; practical.
- ୭. ସାଂସାରିକ କାର୍ଯ୍ୟରେ ଆସକ୍ତ —୭. Devoted or addicted to worldly concern.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ବିଷୟୀ ବ୍ୟକ୍ତି —୧. A man of the world.
- ୨. ଧନୀ ବ୍ୟକ୍ତି —୨. A rich man; a well-to-do person.