Jump to content

ବୈସାଦୃଶ୍ୟ

ଉଇକିଅଭିଧାନ‌ରୁ

ବୈସାଦୃଶ୍ୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବିସଦୃଶ+ଯ)

[ସମ୍ପାଦନା]
୧. ବୈଷମ୍ୟ —୧. Inequality; divergence.
୨. ଅସାମଞ୍ଜସ୍ୟ; ଅସମାନତା — ୨. Dissimilarity.