Jump to content

ବୈସୂଚନ

ଉଇକିଅଭିଧାନ‌ରୁ

ବୈସୂଚନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବି+ସୂଚ୍ ଧାତୁ ଣିଚ, ସୂଚି ଧାତୁ= ଜଣାଇବା+ ଅ= ବିସୂଚନ +ଆ)

[ସମ୍ପାଦନା]

ନାଟକାଦିରେ ପୁରୁଷର ସ୍ତ୍ରୀ ବେଶ ଧାରଣ —The introduction of a male in the garb of a female in a drama.