ବୈହାସିକ
ବିଦୂଷକ; ଭାଣ୍ଡ A jester; buffoon.
(ଉ—ବୈହାସିକ ହେବେ ନ ବୁଝିଲା ଜନେ ତହିଁକି କେଉଁ ବିଚାର ହେ ବିବୁଧେ ! ଭଞ୍ଜ. ବୈଦେହୀଶବିଳାସ )