ବୈହାୟସ
ଅସୁରରାଜ ବଳିର ରଥ —The chariot of Baḻi; the king of demons.
(ଉ—ମୟ ନିର୍ମିତ ଘୋର ଯାନ, ସ୍ୱଭାବେ ବୈହାୟସ ନାମ ଜଗନ୍ନାଥ ଭାଗବତ )
ଆକାଶ ସମ୍ୱନ୍ଧୀୟ —Relating to the sky; aerial.