Jump to content

ବୈୟାକରଣ

ଉଇକିଅଭିଧାନ‌ରୁ

ବୈୟାକରଣ

ଉଚ୍ଚାରଣ

[ସମ୍ପାଦନା]

(ବୈୟାକରଣିକ—ଅନ୍ୟରୂପ)

ସଂସ୍କୃତ - ବିଶେଷଣ - ଫୁ (ବ୍ୟାକରଣ+ଅଧୀତାର୍ଥେ ଅ)

[ସମ୍ପାଦନା]
୧. ବ୍ୟାକରଣ ସମ୍ୱନ୍ଧୀୟ —୧. Grammatical.
୨. ବ୍ୟାକରଣ ଶାସ୍ତ୍ରରେ ପାରଦର୍ଶୀ — ୨. Versed in grammar.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ବ୍ୟାକରଣ— ବେତ୍ତା ବ୍ୟକ୍ତି; ବ୍ୟାକରଣଶାସ୍ତ୍ରବିଦ୍ ବ୍ୟକ୍ତି —୧. A grammarian.
୨. ବ୍ୟାକରଣ ଗ୍ରନ୍ଥକର୍ତ୍ତା — ୨. Author of a work on grammar.