ବୈୟାଘ୍ର
ଦେଖଣା
ବୈୟାଘ୍ର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ବ୍ୟାଘ୍ର+ଅ)
[ସମ୍ପାଦନା]- ୧. ବ୍ୟାଘ୍ର ସମ୍ୱନ୍ଧୀୟ — ୧. Relating to tiger; feline;
- ୨. ବ୍ୟାଘ୍ର ଚର୍ମାକୃତ; ବ୍ୟାଘ୍ରଚର୍ମ ପରିହିତ —୨. Wearing a tiger skin.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ପ୍ରାଚୀନକାଳରେ ବ୍ୟବହୃତ ଏକ ପ୍ରକାର ରଥ, ଯାହା ଉପରେ ବାଘଚମଡ଼ା ମ଼ଡ଼ା ହେଉଥିଲା (ହିନ୍ଦୀ - ଶ) —A kind of can used in ancient India which was overlaid with tiger- hide.