ବୈୟାଘ୍ରପଦ୍ୟ
ବ୍ୟାଘ୍ରପା(ପ)ଦ ମୁନିଙ୍କ ଗୋତ୍ର; ଗୋତ୍ରପ୍ରବର୍ତ୍ତକ ମୁନି— ବିଶେଷଙ୍କ ଗୋତ୍ର —The clan descenced from Byāghrapa (pā)da, a sage, the progenitor of the family in which Bhīshma was born.
[ଦ୍ରଷ୍ଟବ୍ୟ —ଏହି ଗୋତ୍ରରୁ ଭୀଷ୍ମଦେବଙ୍କ ଜନ୍ମ ହୋଇଥିଲା]