Jump to content

ବୈୟାସିକ

ଉଇକିଅଭିଧାନ‌ରୁ

ବୈୟାସିକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବ୍ୟାସ+ଇକ)

[ସମ୍ପାଦନା]

ବ୍ୟାସଦେବ ସମ୍ୱନ୍ଧୀୟ; ବ୍ୟାସ— ଦେବଙ୍କ ରଚିତ ବା ସଂଗୃହୀତ —Compiled or drawn up or composed by sage Byāsa.