Jump to content

ବୋଇତାଳ

ଉଇକିଅଭିଧାନ‌ରୁ

ବୋଇତାଳ

ଉଚ୍ଚାରଣ

[ସମ୍ପାଦନା]

ବୋଇତିଆଳ, ବୋଇତୁଆଳ, ବୈତାଳ, ବୈତି(ତୁ)ଆଳଅନ୍ୟରୂପ

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବହିତ୍ରପାଳ)

[ସମ୍ପାଦନା]
୧. ଜାହାଜର ସ୍ୱାମୀ ବା ମାଲିକ —୧. The owner of a ship.

(ଉ— ବୋଇତୁଆଳ ଯେ ଦଶରଥ ନୃପତି—ଭଞ୍ଜ. ବୈଦେ— ହୀଶବିଳାସ )

୨. ପୋତଚାଳକ; କାପ୍ତାନ୍ —୨. The captain of a ship.
୩. ପୋତବାହୀ ନାବିକ — ୩. Sailor.

(ଉ—ରନ୍ତରେ ପରିପୂର୍ଣ୍ଣ ହୋଇଣ ବୋଇତେ ଭାସୁଥିଲେ ବୋଇତାଳଙ୍କ ଯିବା ଘାତେ— କୃଷ୍ଣସିଂହ. ମହାଭାରତ. ବନ)

୪. ପୋତ ବଣିକ — ୪. A merchant who carries on trade in ships.
୫. ବୋଇତାଳୁ (ଦେଖ) - —୫. Boitāḻu (See)