ବୋଇତାଳୁ
ଦେଖଣା
ବୋଇତାଳୁ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୋଇତାଳୁ
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ବହିତ୍ର ଓ କର୍କାରୁ, ଏହା ପ୍ରଥମେ ବିଦେଶରୁ ଏ ଦେଶକୁ ଜାହାଜ ବା ବୋଇତଦ୍ୱାରା ଆସିଥିବାରୁ ଏହି ନାମ)
[ସମ୍ପାଦନା]ଏକ ପ୍ରକାର ମିଠା କଖାରୁ; ଲତା ଫଳ — Gourd; Curcurbita Maxima.
[ଦ୍ରଷ୍ଟବ୍ୟ —ଏ ପାଚିଲେ ହଳଦିଆ ମିଶା ନାଲି ହୁଏ ଓ ତରକାରୀ କଲେ ମିଠା ଲାଗେ ଏଥିର ଗଛ ବର୍ଷା ଦିନେ ଲାଗେ , ଫଳ ଗ୍ରୀଷ୍ମକାଳରେ ପାଚେ ଏହା ବର୍ଷଜୀବୀ ଲତା ]
(ବୋଇତି ଆଳୁ, ବୋଇତି କଖାରୁ, ବୈତାଳ, ବୈତାଳୁ, ବୈତି କଖାରୁ—ଅନ୍ୟରୂପ)