ବୋଇତାଳ ଦେଉଳ
ଦେଖଣା
ବୋଇତାଳ ଦେଉଳ
ଉଚ୍ଚାରଣ
[ସମ୍ପାଦନା]ବୋଇତିଆଳ, ବୈତାଳ ଦେଉଳ, ବୈତିଆଳ ଦେଉଳ—ଅନ୍ୟରୂପ
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଭୁବନେଶ୍ୱରରେ କପାଳୀ ଠାକୁରାଣୀଙ୍କ ଦେଉଳ —A ship-shaped three-spired temple at Bhubaneṡwara.
[ଦ୍ରଷ୍ଟବ୍ୟ — ଏହା ବୋଇତର ବା ଜାହାଜର ଆକାରରେ ନିର୍ମିତ ଓ ଜାହାଜର ୩ ଗୋଟି ମାସ୍ତୁଲ ପରି ଏହାର ୩ ଗୋଟି ଅଅଁଳା ଉପରେ ୩ ଗୋଟି ତ୍ରିଶୂଳ ଅଛି ଏପରି ଗଢ଼ଣର ଦେଉଳ ଭୁବନେଶ୍ୱରରେ ଅନ୍ୟତ୍ର ନାହିଁ ଏହା ମାନ୍ଦ୍ରାଜ ଅଞ୍ଚଳର ଶିଳ୍ପକଳା ଅନୁସାରେ ରଚିତ; ଏ ଦେଉଳରେ କପାଳେଶ୍ୱରୀ ଠାକୁରାଣୀ ଅଛନ୍ତି ]