ବୋଇତ କୁଦ
ଦେଖଣା
ବୋଇତ କୁଦ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]କୌଣସି କୌଣସି ନଦୀର ମୁହାଁଣରେ କୂଳ ଖୋଳା ହୋଇ କୂଳଆଡ଼କୁ ଲାଗି ଯେଉଁ କୁଦ ଦୁଇଟି କରାଯାଇ ଥାଏ ଓ ବୋଇତ ସମୁଦ୍ରରୁ ଆସି ଯହିଁର ମଝିରେ ରହେ —Dams made at the mouth of a river to shelter ships.
[ଦ୍ରଷ୍ଟବ୍ୟ —ପ୍ରାଚୀ ନଦୀକୂଳରୁ ପ୍ରାୟ ୧/୪: ମାଇଲ ଦୂର ଯାଏଁ ଜମି ଖୋଳାଯାଇ, ତାହାର ଦୁଇ ଦିଗରେ ଦୁଇଟି ମାଟିକୁଦ କରାଯାଇଛି ସେହି ସ୍ତୂପ ଦ୍ୱୟର ମଧ୍ୟସ୍ଥାନକୁ ଆସି ବୋଇତମାନ ରହୁଥିଲା ତୁଳସୀପୁର ନାମକ ସ୍ଥାନର ବିୟଦ୍ଦୂରରେ ସେହିପରି ଗୋଟିଏ କୁଦରେ ଗୋଟିଏ ପ୍ରକାଣ୍ଡ ଲୁହା ଶାବଳ ପୋତା ଯାଇଅଛି ବୋଧ ହୁଏ ଦଉଡ଼ିଦ୍ୱାରା ବୋଇତମାନ ସେହି ଶାବଳରେ ଖଟାଇ ରଖା ଯାଉଥିଲା ]