Jump to content

ବୋଇତ ଭଙ୍ଗା ତୁଠ

ଉଇକିଅଭିଧାନ‌ରୁ

ବୋଇତ ଭଙ୍ଗା ତୁଠ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ପୁରୀଜିଲ୍ଲା ଅଣିଆସାହି ଗ୍ରାମ ନିକଟରେ କୁଶଭଦ୍ରା ନଦୀର ତୁଠ —Name of a bathing place in the river Kuṡabhadrā, said to be the site of a shipwreck,

[ଦ୍ରଷ୍ଟବ୍ୟ — କିମ୍ୱଦନ୍ତୀ ଅଛି ଯେ ପ୍ରାଚୀନ କାଳରେ ଏ ନଦୀରେ ବବୋଇତ ଯାତାୟତ କରୁଥିଲା ଏବଂ ଏଠାରେ ଖଣ୍ଡିଏ ବୋଇତ ଭାଙ୍ଗି ବୁଡ଼ି ଯାଇଥିଲା—ଜଗବନ୍ଧୁ. ପ୍ରାଚୀନ ଉତ୍କଳ ]