ବୋଇଲା
ଦେଖଣା
ବୋଇଲା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]କଥିତ ବଚନ —Word spoken.
(ଉ— ଆମ୍ଭର ବୋଇଲା ସେହୁ, ତୁମ୍ଭଙ୍କୁ ହୋଉ ଥାଏ ପ୍ରାଚୀ. ନଳ ଚରିତ)
=== ଦେଶଜ - କ୍ରିୟାପଦ -
(ବୋଲିବା କ୍ରିୟାର ଅତୀତ କାଳ ତୃତୀୟ ପୁରୁଷ ଅନାଦରାର୍ଥକ [ସେ] କର୍ତ୍ତା ସଙ୍ଗେ ଲାଗିବା ରୂପ(—(ସେ) କହିଲା —(he or she)Said.
[ଦ୍ରଷ୍ଟବ୍ୟ —ବୋଲିବା କ୍ରିୟାର ଅତୀତ ବୋଇଲା ଆଦି ସ୍ଥାନରେ ବିକଳ୍ପରେ ବୋଇଲା, ବୋଇଲେ, ବୋଇଲ, ବୋଇଲି, ବୋଇଲୁ ଆଦି ଆକାର ହୁଏ ]