ବୋଇଲେ
ଦେଖଣା
ବୋଇଲେ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ଅ
[ସମ୍ପାଦନା]- ୧. ପରିବର୍ତ୍ତରେ —୧. Instead of.
(ଉ—ଆଲ ବୋଇଲେ କାଲସ ଶୁଭେ, ଘର ପୋଡ଼ି ବୋଇଲେବିଶେଷଣ - ପୋଡ଼ି ଶୁଭେ—ଢଗ )
ଦେଶଜ - ଅ
[ସମ୍ପାଦନା]- ୨. ଏବଂ; ଓ —୨. And.
(ଯଥା—ତାର ହାତ ଓ ଗୋଡ଼ ଆଦି ସବୁ ଅଙ୍ଗ ଅସ୍ଥିର )
- ୩. ବୋଲି —୩. As; to speak of.
(ଉ—ଏତେ ବଡ଼ ଗାଁଟା, କଣ୍ଡରା ବୋଇଲେ ବିଦିଆ ଏକୁଟିଆ ଫକୀରମୋହନ. ଗଳ୍ପସ୍ୱଳ୍ପ)
ଦେଶଜ - କ୍ରିୟାପଦ - (ବୋଲିବା କ୍ରୟାର ଅତୀତକାଳ ଆଦରାର୍ଥକ [ସେ, ସେମାନେ, ଆପଣ— ମାନେ] କର୍ତ୍ତା ପରେ ବ୍ୟବହୃତ ଆକାର)
[ସମ୍ପାଦନା]କହିଲେ — (he. they)Said.