ବୋଉ କଥା କହ
ଦେଖଣା
ବୋଉ କଥା କହ
ଉଚ୍ଚାରଣ
[ସମ୍ପାଦନା]=== ପ୍ରାଦେଶିକ - (ମେଦିନାପୁର) ବିଶେଷ୍ୟ - (ତୁଳ. ବଂ, ବଉ କଥା କଓ)
ଶାଖାଶ୍ରୟୀ ବର୍ଗର କୋକିଳ ଜାତୀୟ ପକ୍ଷୀ —The Indian cuckoo; Cuclus Miscropterus.
[ଦ୍ରଷ୍ଟବ୍ୟ —ଏହା ୧୬/୧୭: ଆଙ୍ଗୁଳ ଦୀର୍ଘ, ପାଉଁଶିଆ ବର୍ଣ୍ଣ, କୋକିଳ ପରି ପରଭୃତ; ଗୋଡ଼ରେ ପର ଅଛି; ମୁଣ୍ତରେ ଶିଖା ନାହିଁ; ପକ୍ଷ ଅପେକ୍ଷା ପୁଚ୍ଛ ଛୋଟ ଏହାର ଗର୍ବ 'ବୋଉ କଥା କହ' ଧ୍ୱନି ପରି ଶୁଣା ଯିବାରୁ ଏହି ନାମ ]