Jump to content

ବୋକଚାବୁହା ବେଠି

ଉଇକିଅଭିଧାନ‌ରୁ

ବୋକଚାବୁହା ବେଠି

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -

[ସମ୍ପାଦନା]

ଗଡ଼ଜାତମାନଙ୍କରେ ରାଜାଦେଶମତେ ବିନା ମଜୁରୀରେ ରାଜକର୍ମଚାରୀ ଆଦିଙ୍କ ବୋକଚା ବୋହି ନେବାର ରୀତି — The practice of carrying the baggage

without any wages prevalent in some native States.