Jump to content

ବୋକଚା ବୁହା

ଉଇକିଅଭିଧାନ‌ରୁ

ବୋକଚା ବୁହା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଯେ ବୋକଚା ବୁହେ —୧. One who carries a package or baggage; baggage-carrier.
୨. ଯେଉଁ ଭୃତ୍ୟ ପଥିକକୁ ପ୍ରଭୁଙ୍କର ଲୁଗାପଟାର ବୋକଚା ବହନ କରି ସାଙ୍ଗରେ ଯାଏ —A servant who accompanies the master & carries the master's bag and baggage.

[ ଦ୍ର—ବୋକଚା ବୁହା ଚାକର ପ୍ରଭୁଙ୍କଠାରୁ ନିର୍ବୁଦ୍ଧିଆ, ଏଥିପାଇଁ ଅତି ଓଲ୍ଲୁ ବ୍ୟକ୍ତିକୁ କହନ୍ତି 'ଓଲଙ୍କ ବୋକଚାବୁହା' କିମ୍ୱା ଅନେକ ବ୍ୟକ୍ତି ଏକ ସଙ୍ଗରେ ଯାଉଥିଲେ ସମସ୍ତଙ୍କଠାରୁ ନିର୍ବୁଦ୍ଧିଆ ଲୋକ ଉପରେ ଅନ୍ୟ ସମସ୍ତଙ୍କର ବୋକଚା ବୋହିବାର ଭାର ପଡ଼େ, ଏଥିପାଇଁ ଏ ପ୍ରବଚନର ସୃଷ୍ଟି ]