ବୋକା

ଉଇକିଅଭିଧାନ‌ରୁ

ବୋକା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ବୋକୀ—ସ୍ତ୍ରୀ)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ - ପୁଲିଙ୍ଗ - (ସଂସ୍କୃତ - ବର୍କର; ପ୍ରା ବୋକଡ଼=ଛାଗଳ)[ସମ୍ପାଦନା]

୧. ବକା; ବଗା; ମୂଢ଼; ଓଲ୍ଲୁ; ନିର୍ବୋଧ —୧. Stupid; foolish; sily.
୨. ଅର୍ଦ୍ଧପାଗଲ —୨. Idiotic.
୩. ମୂକ —୩. Dumb.

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - (ତୁଳ. ହିନ୍ଦୀ - ବେକରା)[ସମ୍ପାଦନା]

ବୁକା; ବୋଦା; ବଳି ଦିଆଯିବା ମେଣ୍ଢା ବା ଛେଳି —A sheep or goat used asa victm for sacrifice.



ବୋକା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

[ବୁର୍କା(ର୍ଖା)—ଅନ୍ୟରୂପ]

ବୈଦେଶିକ - ବିଶେଷ୍ୟ - (ଆ)[ସମ୍ପାଦନା]

ମୁସଲମାନ୍ ଭଦ୍ରପରିବାରର ସ୍ତ୍ରୀମାନେ ପଦାକୁ ବାହାରିଲା ବେଳେ ସମାନଙ୍କ ମସ୍ତକରୁ ପାଦ ପର୍ଯ୍ୟନ୍ତ ଆବୃତ କରି ଯେଉଁ ଘୋଡ଼ଣି ବା ଖୋଳ ଲମ୍ୱଥାଏ —୪. dress or veil covering the whole body from head to foot, used by Mohomedan ladies while going out.

[ ଦ୍ର—ଏଥିର ଆଖି ପାଖରେ ଦୁଇଟି ଛିଦ୍ର ଥାଏ ଓ ଆବୃତ ନାରୀ ସେହି ଛିଦ୍ର ବାଟେ ବହିର୍ଜଗତକୁ ଦେଖିବାକୁ ସମର୍ଥ ହୁଅନ୍ତି]