Jump to content

ବୋଗାବଳି

ଉଇକିଅଭିଧାନ‌ରୁ

ବୋଗାବଳି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଭୋଗ+ଅବଳୀ=ଶ୍ରେଣୀ)

[ସମ୍ପାଦନା]
୧. ନାନା— ବିଧ ଭୋଗ —୧. Various enjoyments.
୨. ସ୍ତୁତି; ପ୍ରଶଂସା —୨. Praise; eulogy.
୩. ନାଗ—ପୁରୀ —୩. The city of the mythological serpents.
୪. ଭାଟର ସ୍ତୁତି —୪. The panegyric of a professional encomiast (Apte)