Jump to content

ବୋଝେ

ଉଇକିଅଭିଧାନ‌ରୁ

ବୋଝେ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷଣ - ଓ କ୍ରି.ବିଶେଷଣ -

[ସମ୍ପାଦନା]
୧. (ମନୁଷ୍ୟର, ଗାଡ଼ିର, ଡ଼ଙ୍ଗା— ଆଦିର) ଏକ ବୋଝ ପରିମିତ —୧. One full load of.
୨. ଗୋଟିଏ ବୋଝ ମାତ୍ର —୨. One load only of.
୩. ବହୁତ; ବିଶେଷ —୩. Much; too much.

(ଯଥା—ଏ ବାକସ୍ଟା ବୋଝେ ଭାରି ହୋଇଅଛି)