Jump to content

ବୋଝ ଖଲାସି

ଉଇକିଅଭିଧାନ‌ରୁ

ବୋଝ ଖଲାସି

ଉଚ୍ଚାରଣ

[ସମ୍ପାଦନା]

ବୋଝଓହ୍ଲା(ଉତୁରା), ବୋଝ ଓହ୍ଲିବା, ବୋଝଖସିବା ଅନ୍ୟରୂପ —

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ବହନ କରୁଥିବା ବୋଝରୁ ମୁକ୍ତ ହେବା; ଭାର ମୋଚନ — ୧. Unloading; discharge of a load.
୨. ଗୁରୁଦାୟିତ୍ୱରୁ ନିଷ୍କତିଲାଭ — ୨. Release from a heavy responsibility.