Jump to content

ବୋଝ ଖେଞ୍ଚିବା

ଉଇକିଅଭିଧାନ‌ରୁ

ବୋଝ ଖେଞ୍ଚିବା

ଉଚ୍ଚାରଣ

[ସମ୍ପାଦନା]

ବୋଝକୁ ଶକିବା ବୋଝଉଠା(ଠେ)ଇବାଅନ୍ୟରୂପ

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ନିର୍ଦ୍ଧିଷ୍ଟ ବୋଝକୁ ବହନ କରିବାକୁ ସମର୍ଥ ହେବା —୧. To be able to carry a load; to sustain a load.
୨. କୌଣସି କଠିନ କାର୍ଯ୍ୟ କରିବାକୁ ସମର୍ଥ ହେବା —୨. To be able to accomplish a diffcult task.