Jump to content

ବୋଝ ଘିନି ଆସିବା

ଉଇକିଅଭିଧାନ‌ରୁ

ବୋଝ ଘିନି ଆସିବା

ଉଚ୍ଚାରଣ

[ସମ୍ପାଦନା]

(ବୋଝ ଆଣି ଆସିବା—ଅନ୍ୟରୂପ)

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ପୁଆଣୀ ହୋଇ ଆସିବା; (ବୟଃପ୍ରାପ୍ତ ବଧୂ) ପିତ୍ରାଳୟରୁ ସ୍ୱାମୀ ଘରକୁ ବୋଝ ଭାର ସହିତ ପ୍ରଥମଥର ଆସିବା; ପହିଲିପାଳି ଆସିବା — To come to the husband's house for the first time after attaining puberty (said of a girl married before puberty).