Jump to content

ବୋଝ ଚାପିବା

ଉଇକିଅଭିଧାନ‌ରୁ

ବୋଝ ଚାପିବା

ଉଚ୍ଚାରଣ

[ସମ୍ପାଦନା]

(ବୋଝ ଲଦିବା—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. କୌଣସି ବ୍ୟକ୍ତିର ମୁଣ୍ଡ ଉପରେ ଗୁରୁ ଭାର ଅର୍ପଣ କରିବା — ୧. To put a heavy load on a person.
୨. କୌଣସି ବ୍ୟକ୍ତି ଗୁରୁ ଦାୟିତ୍ୱ ଅର୍ପଣ କରିବା — ୨. To put heavey responsibility on the shoulders of a person.