Jump to content

ବୋଝ ଦେବା

ଉଇକିଅଭିଧାନ‌ରୁ

ବୋଝ ଦେବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. କୌଣସି ଖେଳାଳିକୁ ଖେଳରେ ପରାଜିତ କରିବା —୧. To defeat an antagonist in a game.
୨. କୌଣସି ବନ୍ଧୁର ଘରକୁ ବେଭାର ପଠାଇବା —୨. To send a preasent to the house of a relative.