ବୋଝ ଧରିବା
ବୋଝ ସମ୍ଭା(ମ୍ଭେ)ଇବା, ବୋଝ ସମ୍ଭାଳିବାଅନ୍ୟରୂପ
=== ଦେଶଜ - ବିଶେଷ୍ୟ - (କୌଣସି ଶଗଡ଼ ବା ଡଙ୍ଗା)
ନିର୍ଦ୍ଧିଷ୍ଟ ପରିମିତ ସର୍ବୋଚ୍ଚ ବୋଝ ବହିବାକୁ ସମର୍ଥ ହେବା —To have a carrying capicity of so much load.