Jump to content

ବୋଝ ବଳାଇବା

ଉଇକିଅଭିଧାନ‌ରୁ

ବୋଝ ବଳାଇବା

ଉଚ୍ଚାରଣ

[ସମ୍ପାଦନା]

ବୋଝ ବଳିପଡ଼ିବା, ବୋଝ ବଳିବା , ବୋଝ ବହକିବା —ଅନ୍ୟରୂପ

  • (file)
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

(ଜଣେ ଲୋକ ବା ଗୋଟିଏ ଗାଡ଼ି ବା ଡଙ୍ଗା) ଯେତିକି ଭାର ନେବା ପାଇଁ ସମର୍ଥ , ତହିଁରୁ ବୋଝ ବେଶି ହୋଇଯିବା —Overloading; state of being overladen.