ବୋଝ ବଳେଇବା
ବୋଝ ବଳିପଡ଼ିବା, ବୋଝ ବଳିବା, ବୋଝ ବହକିବା ଅନ୍ୟରୂପ
(ଜଣେ ଲୋକ ବା ଗୋଟିଏ ଗାଡ଼ି ବା ଡଙ୍ଗା) ଯେତିକି ଭାର ନେବା ପାଇଁ ସମର୍ଥ, ତହିଁରୁ ବୋଝ ବେଶି ହୋଇଯିବା —Overloading; state of being overladen.