Jump to content

ବୋଝ ବୁହାଇବା

ଉଇକିଅଭିଧାନ‌ରୁ

ବୋଝ ବୁହାଇବା

ଉଚ୍ଚାରଣ

[ସମ୍ପାଦନା]

(ବୋଝ ବ୍ୱାହିବା—ଅନ୍ୟରୂପ)

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ଅନ୍ୟ ବ୍ୟକ୍ତିଦ୍ୱାରା ବୋଝକୁ ଏକସ୍ଥାନରୁ ଅନ୍ୟ ସ୍ଥାନକୁ ନିଆଇବା — To cause a load to be carried by another person from one place to another.